ରାଜଧାନୀରେ ଖତ ଖାଉଛି ଅଙ୍ଗନବାଡ଼ି କୋଠା : ଦିଦିଙ୍କ ଘରେ ପଢ଼ୁଛନ୍ତି ପିଲା

ଖଣ୍ଡଗିରି: ୪ ଲକ୍ଷ ଟଙ୍କାରେ ନିର୍ମାଣ ହେଲା ଅଙ୍ଗନବାଡ଼ି କେନ୍ଦ୍ର। ମାତ୍ର ସେଠି ପାଠ ନ ପଢ଼ି ଦୁଇ ବର୍ଷ ହେଲା ଅଙ୍ଗନବାଡ଼ି କର୍ମୀଙ୍କ ଘରେ ପାଠ ପଢୁଛନ୍ତି ପଣ୍ଡାକୁଦିଆ ଜଗନ୍ନାଥ ସାହି ବସ୍ତିର ପିଲା। ନୂଆ କୋଠା ଖତ ଖାଉଛି। ପ୍ରଶାସନିକ ଅପରାଗତା ନା ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କ ଦାଦାଗିରି, କାହା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଛି, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିଯୋଗୁଁ ପିଲାମାନେ … Continue reading ରାଜଧାନୀରେ ଖତ ଖାଉଛି ଅଙ୍ଗନବାଡ଼ି କୋଠା : ଦିଦିଙ୍କ ଘରେ ପଢ଼ୁଛନ୍ତି ପିଲା